ଚଉକିଦାରି ଆଇନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଙ୍ଗର ୧୮୭: ସାଲର ୬ ଆଇନ ଯେଉଁ ଆଇନ୍ ଅନୁସାରେ ବଙ୍ଗ—ବିହାର— ଓଡ଼ିଶାରେ ବର୍ତ୍ତମାନ ଚଉକିଦାରମାନେ ଓ ପ୍ରେସିଡ଼େଣ୍ଟ୍ ଓ ପଞ୍ଚାଏତମାନେ ନିଯୁକ୍ତ ହୋଇଅଛନ୍ତି ଓ ଚଉକିଦାରି ଟିକସ ଆଦାୟ ହେଉଅଛି —The Bengal VIlage Chowkidari act (Act ୬ of ୧୮୭୦ B. C.)