ଚଉକିଦାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍କ+ ଫାରାସୀ - ପ୍ରତ୍ୟୟ. ଦାର୍) ସମ୍ପାଦନା

ଗ୍ରାମ ବା ଗୃହରକ୍ଷକ; ପହରାବାଲା —Watchman; village-chowkidar.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜୀଭାଷାରେ ବ୍ୟବହୃତ ହେଲାଣି]