ଚଉଆ
ଚଉଆ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ଅଳତି; ଶିଶୁମାନଙ୍କ ମୁହଁରେ ଓ ଦେହରେ ହେବା ଚକାଚକା ନାଲିମନ୍ଦା (ରୋଗ) — A kind of red round eruption in patches on the body of infants.
ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଥୀ) ସମ୍ପାଦନା
ଚତୁର୍ଥ —Fourth.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା
ଗୋରୁଙ୍କ ରୋଗବିଶେଷ — A cattle-disease.