ଚଉଅଂଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଚଉଅଂଶିଆ, ଚଉଅଂଶୀ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁରଂଶ; ଚତୁରଷ୍କ) ସମ୍ପାଦନା

୧. ଚାରିପାଖବିଶିଷ୍ଟ —୧. Foursided; having four sides; quadrilateral.
୨. ବର୍ଗକ୍ଷେତ୍ରାକୃତି; ଚାରି ସମକୋଣବିଶିଷ୍ଟ (କ୍ଷେତ୍ର) — ୨. Square; rectangular.