ଚଉଁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ବାଉଁଶ ନିଶୁଣିରେ ଲାଗିଥିବା ଆଡ଼ବତା ବା ପକ୍ଷୀ (ଯହିଁରେ ଗୋଡ଼ ଦେଇ ଚଢ଼ାଯାଏ) — The foot-pad of a ladder.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚଉରା (ଦେଖ) - Chaurā (See)