ଚଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର) ସମ୍ପାଦନା

୧. ଚାରି ସଂଖ୍ୟକ — ୧. Four.
୨. ଚାରିଦିଗରେ ଅବସ୍ଥିତ (ଯଥା, ଚଉହଦୀ) — ୨. Situate on four sides.

[ଦ୍ରଷ୍ଟବ୍ୟ —ଏହି ପଦ ସଂଖ୍ୟା ବୁଝାଇବା ପାଇଁ ଅନ୍ୟ ବସ୍ତୁବାଚକ ଶବ୍ଦ ପୂର୍ବରେ ଯୁକ୍ତ ହୁଏ ଯଥା—ଚଉକୋଳ; ଚଉଦୋଳ; ଚଉତାଲା; ଚଉମଥା; ଚଉବାହା ଏହି ପଦ ସଂଖ୍ୟାବାଚକ ଦଶକ ଶବ୍ଦ ପୂର୍ବେ ହେଲେ ତହିଁରେ ୪ ସଂଖ୍ୟା ମିଶିବାର ବୁଝାଏ ଯଥା—ଚଉଦିଗ ସ୍ଥଳରେ ଚଉଦ= ୧୪: ; ଚଉବିଶ ସ୍ଥଳରେ ଚବିଶ = ୨୪: ; ଚଉତିରିଶ ବା ଚଉତିଶି= ୩୪: ; ଚଉଚାଳିଶ ସ୍ଥଳରେ ଚଉରାଳିଶ= ୪୪: ଚଉପଚାଶ ସ୍ଥଳରେ ଚଉବନ=୫୪: ; ଚଉଷାଠି ସ୍ଥଳରେ ଚଉଷଠି=୬୪: ; ଚଉସତୁରି ସ୍ଥଳରେ ଚଉସ୍ତରି=୭୪: ; ଚଉଅଶି ସ୍ଥଳରେ ଚଉରାଅଶି= ୮୪: ; ଚଉନବେ ସ୍ଥଳରେ ଚଉରାନବେ= ୯୪: ]

ଦେଶଜ - ଅ ସମ୍ପାଦନା

ଅମୁକ ସଂଖ୍ୟାରେ ୪ଦ୍ୱାରା ଗୁଣିତ ହେଲେ (ଯଥା— ତିନି ଚଉ ବାର ପଣ; ପାଞ୍ଚ ଚଉ କୋଡ଼ିଏ ପଣ—ପଣିକିଆ) — Multiplied by four.