ଚଇନ ମାହାପାତ୍ରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଚଇନି ମାହାପାତ୍ରେ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ଅବଜ୍ଞାସୂଚକ ବ୍ୟବହାର) ସର୍ବୋସର୍ବା; ପ୍ରଧାନ ଲୋକ — ୧. (satirical) A principal personage.

(ଯଥା—ତୁ ମନେ ମନେ ବିଚାରିଛୁ ଯେ ତୁ ଏଠାରେ ଚଇନି ମହାପାତ୍ରେ)

୨. (ବ୍ୟଙ୍ଗୋକ୍ତି) କେହିନୁହେଁ —୨. (ironical) A man of no importance.