ଚଇନ୍ ଫିଟ୍

ଉଚ୍ଚାରଣ

ସମ୍ପାଦନା
  • (file)

ବୈଦେଶିକ - ବିଶେଷଣ - (ଇଂ ଚେନ୍=ଘଣ୍ଟାର ଶିକୁଳି+ ଫିଟ୍= ସଜ୍ଜିତ)

ସମ୍ପାଦନା

ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ବାବୁଗିରିର ଉପଯୁକ୍ତ ସାଜସଜ୍ଜାରେ ସଜ୍ଜିତ; ଲମ୍ୱଶାଟପଟାବୃତ —Eqipped from top to toe; foppish; goregeously equipped.