ଚଇତା
ଚଇତା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଚଇତା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତନ୍ୟ) ସମ୍ପାଦନା
ଚୈତନ୍ୟର ଅନାଦରବ୍ୟଞ୍ଜକ ଡ଼ାକନାମ —Name for calling Ch&aline;i̱tanya.
ଚଇତା ! ତବତ ଖାଇବୁ କି ପଖାଳ ଖାଇବୁ ବେଳ ଥାଉଁ ଥାଉଁ କହିଥା—ଢ଼ଗ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତ୍ୟ) ସମ୍ପାଦନା
- ୧. ଚୈତ୍ରମାସ ସମ୍ୱନ୍ଧୀୟ — ୧. Appertaining to the month of Ch&aline;i̱tra.
(ଯଥା—ଚଇତା ପବନ)
- ୨. ଚୈତମାସରେ ଆମଦାନି କରା ହେବା (ଫସଲ) — ୨. (crop) Harvested in the month of Ch&aline;i̱tra.
(ଯଥା—ଚଇତା ହରଡ଼)