ଚଇତନିଆଁ ଚିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତନ୍ୟ+ ଚିତ୍ରକ) ସମ୍ପାଦନା

ଚୈତନ୍ୟ— ପ୍ରବର୍ତ୍ତିତ ବୈଷ୍ଣବସମ୍ପ୍ରଦାୟ କପାଳରେ ଯେଉଁ ପ୍ରକାର ଚିତା ଘେନନ୍ତି —A mark of sandal paste drawn on the forehead by the followers of Chaitanya.