ଚଇତନିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚୈତ୍ରକାଳୀନ ଦାବାଗ୍ନି — ୧. Fire breaking out in forests in the month of Ch&aline;itra.
୨. ଚୈତ୍ରନ୍ୟଭକ୍ତ; ବୈଷ୍ଣବ —୨. B&aline;i̱shṅabas.

ବନ ନାଶ କରେ ଚଇତ ନିଆଁ ବର୍ଣ୍ଣ ନାଶ କରେ ଚଇତନିଆଁ—କବିସୂର୍ଯ୍ୟ

୩. ଚୈତନ୍ୟ ନାମକ ବ୍ୟକ୍ତିର ଅନାଦରବ୍ୟଞ୍ଜକ ଡାକନାମ — ୩. Name for calling Ch&aline;i̱tanya.