ଚଇତନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଚୈତନ୍ୟ) ସମ୍ପାଦନା

୧. ଚେତା; ଚେତନା —୧. Consiciousness.
୨. ଜ୍ଞାନ; ଚୈତନ୍ୟ — ୨. Pereception; sensation.

କାଳ ସ୍ୱଭାବ ସଙ୍ଗେ ମନ ସେ ନିତ୍ୟ ଶୁଦ୍ଧ ଚଇତନ ଜଗନ୍ନାଥ. ଭାଗବତ

୩. ବଙ୍ଗଦେଶର ପ୍ରସିଦ୍ଧ ଧର୍ମପ୍ରଚାରକ; ଶ୍ରୀ ଚୈତନ୍ୟ — ୩. The name of the religious reformer of Bengal (taken to be an incarnation of Bishṇu); Ch&aline;i̱tanya.
୪. ଚୈତନ୍ୟ ବା ଚୈତନ୍ୟଚରଣନାମକ ବ୍ୟକ୍ତିର ଡାକ ନାମ —Name by which a person named Ch&aline;i̱tanya or Ch&aline;i̱tanyacharaṇa is called.
୫. (ବ୍ୟଙ୍ଗ) ପ୍ରହାର (ଯାହାଦ୍ୱାରା ଚେତନା ଉଦୟ ହୁଏ) — ୫. (ironical) A stripe (as punishment).

(ଯଥା—ଏ ପିଲାଠେଇଁ ଗୋଟିକେତେ ଚଇତନ ବାଜିଗଲେ ତାର ପଢ଼ାପଢ଼ି ପ୍ରତି ମନ ଯିବ)