ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବ୍ୟଞ୍ଜନବର୍ଣ୍ଣର୬ଷ୍ଠ ଓ ଚ ବର୍ଗର ୧ମ ବର୍ଣ୍ଣ; ଅଘୋଷବାନ୍ୱର୍ଣ୍ଣ; ଏହାର ଉଚ୍ଚାରଣ ସ୍ଥାନ ତାଳୁ —The sixth consonant. It has the sound of 'ch' in child. it is uttered with the help of the roof of the palate in the cavity of the mouth.

  • (file)
  • (file)

ସଂସ୍କୃତ - ଅ ସମ୍ପାଦନା

୧. ଏବଂ; ଓ —୧. And.
୨. ପକ୍ଷାନ୍ତରରେ; କିନ୍ତୁ — ୨. On the other hand; still.
୩. ପୁନରପି —୩. Also; again; moreover.
୪. ତଥାପି —୪. Yet.
୫. ସମୁଚ୍ଚୟ —୫. Too; together.
୬. ଇତରେତର ଯୋଗ — ୬. Mutual connection.
୭. ସମାହାର —୭. Collective compliation.
୮. ଯଦି —୮. If.
୯. ଆନୁଷ୍ଠାଙ୍ଗିକତା; ମଧ୍ୟ — ୯. Together with; simultaneity.
୧. (ଆବଧାରଣ) ନିଶ୍ଚେଁ — ୧୦. (certainly) Yes; certainly.
୧୧. ସଙ୍କଳ୍ପ —୧୧. Determination.
୧୨. ପାଦପୂରଣ —୧୨. Expletive used to fill up or complete a sentence.

[ଦ୍ରଷ୍ଟବ୍ୟ —ଏହା ଦୁଇ ଶବ୍ଦ ମଧ୍ୟରେ କିମ୍ୱା ଶବ୍ଦର ଶେଷରେ ବ୍ୟବହୃତ ହୁଏ; ଏହା ଶବ୍ଦର ପୂର୍ବରେ ବା ବାକ୍ୟର ଶେଷରେ କଦାପି ବ୍ୟବହୃତ ହୁଏ ନାହିଁ ଓଡ଼ିଆଭାଷାରେ 'ଚ'ର ବ୍ୟବହାର ନାହିଁ; କେବଳ ଏବଂ ଚ, ପୁନଶ୍ଚ, ଆପିଚ, ବରଂ ଚ, ତଥାଚ, କଦାଚ ଇତ୍ୟାଦିରେ ଏହା ଅନ୍ୟ ଅବ୍ୟୟରେ ଯୁକ୍ତ ହୋଇ ନିଷ୍ପନ୍ନ ହେବା ପଦ ସ୍ୱରୂପ ଓଡ଼ିଆରେ ଏହାର ବ୍ୟବହାର ଅଛି ]

ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ) ସମ୍ପାଦନା

୧. ଚୌର; ଚୋର —୧. Thief.
୨. ଚନ୍ଦ୍ର —୨. The moon.
୩. କୁର୍ମ —୩. Tortoise.
୪. ଶିବାନୂଚର; ଚଣ୍ଡେଶ୍ୱର — ୪. An attendant of Ṡiba.
୫. ଶିବ —୫. Ṡiba.
୬. ଚୋବାଇବା —୬. Chewing.
୭. ଖାଇବା —୭. Eating.