ଘୋ ଘୋ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ଓ ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ବହୁଲୋକ ଏକତ୍ର ମିଳିତ ହେବାରୁ ତଜ୍ମନିତ ଗୋଳମାଳ —୧. Confused no ise of a crowd
୨. ନାନାପ୍ରକାର ଶବ୍ଦଜନିତ ଗୋଳମାଳ — ୨. A noise made up of many sounds.
୩. ଅପେକ୍ଷାକୃତ ସଂକୀର୍ଣ୍ଣ ପଥରେ ପ୍ରବେଶ ବା ଗତି କରିବା ବେଳେ ଜଳସ୍ରୋତରୁ ଜାତ ଘୁଘୁ ଶବ୍ଦ —୩. The sound of water rushind through a narrow space.

ପଶେ ଘୋଘୋ ରବେ ଯଥା ନଦୀକୂଳଶ୍ୱରୀ ମହାନଦୀ— ରାଧାନାଥ. ମହାଯାତ୍ରା