ଘୋରା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଘୋର+ଆ)

ସମ୍ପାଦନା

ଭୟଙ୍କର ରାତ୍ରି — Terrible night.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଘୋର+ଆ)

ସମ୍ପାଦନା

ଘୋରର ସ୍ତ୍ରୀଲିଙ୍ଗ — Feminina of Ghora.

ଦେଶଜ - ବିଶେଷ୍ୟ - (ଘୁର୍ଣ୍ଣ; ଘର୍ଷଣ)

ସମ୍ପାଦନା
୧. ଘର୍ଷଣ; ଘୋରିବା କର୍ମ — ୧. Act of rubbing into a paste.

(ଯଥା—ଚନ୍ଦନଘୋରା)

୨. ଚୁଲିରେ ବସିଥିବା ଡ଼ାଲି ବା ଖିରି ବା ତିଅଣର ଖଣ୍ଡ଼ଖଣ୍ଡ଼ଆ ଅଂଶକୁ ପାଣିଆ କରିବାପାଇଁ ଅଣକରେ ବା ଘୋରଣାରେ ଘାଣ୍ଟିବା — ୨. To churn boiling dal, curry or gruel with the ladle.
୩. ଘୋରା ହୋଇ ବ୍ୟବହୃତ ହେବା ଔଷଧ — ୩. Medicine which is to be rubbed into a paste before being used.

ଦେଶଜ - ବିଶେଷଣ -

ସମ୍ପାଦନା

ଘୃଷ୍ଟ; ବଟା ହୋଇଥିବା — Reduced into a paste by rubbing.

ମୋ ଘୋରା ଚନ୍ଦନ ହୋଇବ ଯେବେ ବୋଳି—କୃଷ୍ଣସିଂହ. ମହାଭାରତ. ବନ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

ସମ୍ପାଦନା

ବଟିକା — Pill.