ଘୋରା
ଘୋରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ଘୋର+ଆ) ସମ୍ପାଦନା
ଭୟଙ୍କର ରାତ୍ରି — Terrible night.
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଘୋର+ଆ) ସମ୍ପାଦନା
ଘୋରର ସ୍ତ୍ରୀଲିଙ୍ଗ — Feminina of Ghora.
ଦେଶଜ - ବିଶେଷ୍ୟ - (ଘୁର୍ଣ୍ଣ; ଘର୍ଷଣ) ସମ୍ପାଦନା
- ୧. ଘର୍ଷଣ; ଘୋରିବା କର୍ମ — ୧. Act of rubbing into a paste.
(ଯଥା—ଚନ୍ଦନଘୋରା)
- ୨. ଚୁଲିରେ ବସିଥିବା ଡ଼ାଲି ବା ଖିରି ବା ତିଅଣର ଖଣ୍ଡ଼ଖଣ୍ଡ଼ଆ ଅଂଶକୁ ପାଣିଆ କରିବାପାଇଁ ଅଣକରେ ବା ଘୋରଣାରେ ଘାଣ୍ଟିବା — ୨. To churn boiling dal, curry or gruel with the ladle.
- ୩. ଘୋରା ହୋଇ ବ୍ୟବହୃତ ହେବା ଔଷଧ — ୩. Medicine which is to be rubbed into a paste before being used.
ଦେଶଜ - ବିଶେଷଣ - ସମ୍ପାଦନା
ଘୃଷ୍ଟ; ବଟା ହୋଇଥିବା — Reduced into a paste by rubbing.
ମୋ ଘୋରା ଚନ୍ଦନ ହୋଇବ ଯେବେ ବୋଳି—କୃଷ୍ଣସିଂହ. ମହାଭାରତ. ବନ
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା
ବଟିକା — Pill.