ଘୋଡ଼ଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଆବରଣ. ପ୍ରା. ଓଢ଼ଣ) ସମ୍ପାଦନା

୧. ଆଚ୍ଛାଦନ ବସ୍ତ୍ର — ୧. Overcoat; cloak.
୨. ଢ଼ାଙ୍କୁଣୀ —୨. Cover; covering; lid.
୩. ଓଢ଼ଣା (ଦେଖ) - ୩. Oṟḍẖaṇā (See)
୪. ପାଲାକୀ ଆଦି ଉପରେ ଘୋଡ଼ାଇ ଦିଆଯିବା ଖୋଳ; ଘଟାଟପ —୪. A cover for the palki or other conveyance.