ଘୋଟି ରହିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଦେଶଜ - କ୍ରି. ସମ୍ପାଦନା

ଘେରି ରହିବା; ବେଢ଼ି ରହିବା — To envelop; to surround.

କମଳ କୁମୁଦ ଅତିଶୟେ ଫୁଟିଛନ୍ତି କେତେ ତହିଁ ଭ୍ରମର ଘୋଟି ରହିଛନ୍ତି କୃଷ୍ଣସିଂହ. ମହାଭାରତ. ଆଦି