ଘୋଟା
ଘୋଟା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟ)
ସମ୍ପାଦନାଭାଙ୍ଗ ଓ ନାଶ ପ୍ରଭୃତି କୁଣ୍ଡିରେ ବାଡ଼ିଦ୍ୱାରା ଘୋଟିବା; ପେଷିବା ବା ମର୍ଦ୍ଦନ କରିବା — To pound tobacco, bhāng etc in a mortar with the helf of a rod.
ଦେଶଜ - ବିଶେଷଣ -
ସମ୍ପାଦନାମର୍ଦ୍ଦିତ; ଦଳିତ; ନିଷ୍ପେଷିତ — Pounded; bruised.