ଘୋଟଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କୁଣ୍ଡିରେ ଭାଙ୍ଗଆଦି ଘୋଟିବା ଠେଙ୍ଗା — The long wooden rod for pestling things in a mortar.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ବିଲରେ କାମ କରୁଥିବା ମୁଲିଆଙ୍କ ନିମନ୍ତେ ଘରୁ ନିଆଯିବା ଖାଦ୍ୟ ପଦାର୍ଥ — Food carried from home to the labourers working in the field.

କେଉଁଠାରେ ପୁଣି କନ୍ଧ ବାମାଗଣ ହୋଇଥାନ୍ତି ଠିଆ ତୋଟଣା ଘେନିଣ ତାରିଣୀଚରଣ. ଋଷିକୂଲ୍ୟା