ଘୋଟଣା
ଘୋଟଣା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାକୁଣ୍ଡିରେ ଭାଙ୍ଗଆଦି ଘୋଟିବା ଠେଙ୍ଗା — The long wooden rod for pestling things in a mortar.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
ସମ୍ପାଦନାବିଲରେ କାମ କରୁଥିବା ମୁଲିଆଙ୍କ ନିମନ୍ତେ ଘରୁ ନିଆଯିବା ଖାଦ୍ୟ ପଦାର୍ଥ — Food carried from home to the labourers working in the field.
କେଉଁଠାରେ ପୁଣି କନ୍ଧ ବାମାଗଣ ହୋଇଥାନ୍ତି ଠିଆ ତୋଟଣା ଘେନିଣ ତାରିଣୀଚରଣ. ଋଷିକୂଲ୍ୟା