ଘୋଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(ଘୋଟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଘୁଟ ଧାତୁ=ପ୍ରତ୍ୟାବର୍ତ୍ତିତ ହେବା+କର୍ତ୍ତ. ଅ) ସମ୍ପାଦନା

ଘୋଟକ (ଦେଖ) - Ghoṭaka (See)

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂଟ ଧାତୁ=ଆଉଟିବା)

୧. ଭେଳିକି — ୧. Magic; delusion.

ବିଦୂର ଧନ ଯାହାର ତାକୁ ଘୋଟ ଲଗାଇ କି କଲା ଦଇବ— ଭଞ୍ଜ. ବୈଦେହୀଶବିଳାସ

୨. ଗିଲ୍ଟି ବା ଧାତୁ ଆଦିର ପତଳା ସ୍ତରଦ୍ୱାରା ଅନ୍ୟ ବସ୍ତୁ ଉପରେ ଛାଉଣି —୨. Onlaying a thing with a thin layer of some other thing
୩. ଗହଳି —୩. Crowd.
୪. ଘୋଟିବା କର୍ମ —୪. Act of pounding.

ଦେଶଜ - ବିଶେଷଣ - ସମ୍ପାଦନା

ଅଧିକ —Excessive.