ଘୈତେଈ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ହାଡ଼— ଘୈତେଈ) ସମ୍ପାଦନା

(ଗାଳି) ଯାହାର ଅମୁକ ସ୍ୱାମୀ ଥାଏ; ଯେ ଅମୁକକୁ ସ୍ୱାମୀ କରିଥାଏ —(a term of abuse) Having such or such a person as her husband.