ଘେର୍ଘେଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

୧. କୌଣସି ଗଛ ବା ଯଷ୍ଟିରେ ରସି ବାନ୍ଧିରେ ତାହା ଅଟକି ରହିବା ପାଇଁ ଗଛ ବା ଯଷ୍ଟିର ଯେଉଁ ଅଂଶର ଚାରିପାଖରେ ଘରା ଖୋଳାଯାଏ — ୧. The part of a tree or stick which is grooved or scooped round to hold a rope or string tied to it.
୨. ଘଣ; ଶଗଡ଼ର ଚକଦ୍ୱାରା ଭୂମିରେ ହେବା ଖାଲ — ୨. Cart-track; rut.