ଘେରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଗ୍ରହ ଧାତୁ କିମ୍ୱା ସଂସ୍କୃତ - ଘୃ ଧାତୁ=ଆଚ୍ଛାଦନ କରିବା) ସମ୍ପାଦନା

ବେଢ଼ିବା; ବେଷ୍ଟନ କରିବା — ୧. To surround; to encompass.

ଚାରି ହରିତରେ ଘେରି ଚରାଉଥାନ୍ତି ବାଛୁରୀ କବିସୂର୍ଯ୍ୟ. କିଶୋରୀଚମ୍ପୂ ଚ. ଗୀତ

୨. ଅବରୋଧ କରିବା —୨. To enclose; to blockade.
୩. ସମ୍ପର୍ଣ୍ଣରୂପେ ଆକ୍ରାନ୍ତ କରିବା —୩. To beset.