ଘେରାଘେରି କରିବା
ଘେରାଘେରି କରିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଘେରାଘେରି କରିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଘେରିବା — ୧. To surround.
- ୨. ଘେରାଇବା — ୨. To cause to surround.
- ୩. ବହୁ ଲୋକ କୌଣସି ଲୋକକୁ ଘେରିବା — ୩. (many person) To surround a person.
- ୪. (ଲକ୍ଷଣାର୍ଥ) ବହୁ ଲୋକ କୌଣସି ଲୋକକୁ କୌଣସି ଗୋଟିଏ ବିଷୟ ମଞ୍ଜୁର କରିବାପାଇଁ ବାରଂବାର ପ୍ରାର୍ଥନା କରିବା — ୪. (figurative) (many persons) To simultaneously ply a person with repeated requests to do a thing.