ଘେରାଘେରି କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଘେରିବା — ୧. To surround.
୨. ଘେରାଇବା — ୨. To cause to surround.
୩. ବହୁ ଲୋକ କୌଣସି ଲୋକକୁ ଘେରିବା — ୩. (many person) To surround a person.
୪. (ଲକ୍ଷଣାର୍ଥ) ବହୁ ଲୋକ କୌଣସି ଲୋକକୁ କୌଣସି ଗୋଟିଏ ବିଷୟ ମଞ୍ଜୁର କରିବାପାଇଁ ବାରଂବାର ପ୍ରାର୍ଥନା କରିବା — ୪. (figurative) (many persons) To simultaneously ply a person with repeated requests to do a thing.