ଘେରାଘାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଦେଶଜ - ଅ (ଘେରିବା ଓ ତହିଁର ଧ୍ୱନ୍ୟନୁକାରୀ ସହଚର ଘାରିବା କ୍ରିୟାର ଅସମାପିକାରୂପ; କ୍ରିୟାବିଶେଷରୂପେ ବ୍ୟବହୃତ) ସମ୍ପାଦନା

ଡାରିଆଡ଼େ ଉଗାଳି ବା ଅବରୋଧକରି — Surrounding; investing.