ଘେର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରବଣ; ସଂସ୍କୃତ - ଘୃ ଧାତୁ=ଆଚ୍ଛାଦନ କରିବା) ସମ୍ପାଦନା

୧. ବେଢିବା; ବେଷ୍ଠନ; ଗୁଡ଼ିଆଇବା —୧. Encircling; surrounding; tying round; entwining.
୨. ଦଉଡ଼ିଦ୍ୱାରା ବନ୍ଧନ —୨. Tying or binding with a rope.

ଡୋରଲାଗି ଘେର ପଡିବା ହେବଟି ଚୋରପରି ଆଚରଣୁ— କବିସୂର୍ଯ୍ୟ କିଶୋରି ଚମ୍ପୂ. ଡ ଗୀତ


୩. ବେଷ୍ଟନ; ବାଡ଼ —୩. Fencing; enclosure.
୪. ବେଢ଼ା; ପାଚିରୀ —୪. Compound-wall.
୫. ବେଢ଼; ପରିଧି —୫. Circumference; circuit.
୬. ସୀମା; ଚଉହଦି —୬. Boundary; the boundaries on all sides.
୭. ଚତୁର୍ଦିଗରେ ବେଷ୍ଟିତ ସ୍ଥାନ — ୭. A space enclosed on all sides.
୮. ଗୋଲ ବସ୍ତୁର ପରିଧାନ ମାପ —୮. Grith.

ଅନୁବାଦ ସମ୍ପାଦନା

୯. ଶିକାର କରିବା ପାଇଁ ସୀମାନିର୍ଦ୍ଦିଷ୍ଟ ଜଙ୍ଗଲର ଚାରିପାଖେ ଘେରିଥିବା ମନୁଷ୍ୟଙ୍କ ବାଡ଼ —୯. A line of men surrounding a place for driving wild animals towards the hunter.