ଘେନାଘେନି କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଦେଶଜ - କ୍ରିୟାପଦ - ସମ୍ପାଦନା

ଚାଟୁ କରିବା; ଟେକାଟେକି କରିବା; ଖୋସାମତ କରିବା — To flatter a person.

କହିଲେ ଘେନାଘେନି କରି ଦୁଇ କଥା କୃଷ୍ଣସିଂହ. ମହାଭାରତ. ବନ