ଘେନାଇବା
ଘେନାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ବୁଝାଇବା — ୧. To bring to reason by argument; to cause to understand; to explain.
ଘେନାଇ ଆମ୍ଭେ ଯେତେ କହିଲୁ ରେ; ଘେନିଲୁ ନାହିଁ ବାଳା ପହିଲୁରେ —କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଘ. ଗୀତ
- ୨. ମନାଇବା —୨. To convince.
- ୩. ମଙ୍ଗାଇବା —୩. To persuade.
- ୪. ପ୍ରବର୍ତ୍ତାଇବା —୪. To induce.
- ୫. ଖୋସାମତ କରିବା —୫. To flatter.
- ୬. (ମନ) ରଞ୍ଜାଇବା — ୬. To please (one's mind).
ଚନ୍ଦ୍ରମା ରହସ୍ୟେ ମନ ଘେନାଇବି—ଭଞ୍ଜ. ପ୍ରେମସୁଧାନିଧି
- ୭. ସୁନ୍ଦର ଦେଖାଯିବା; ମାନିବା; ଶୋଭା ପାଇବା — ୭. To look beautiful.
- ୮. ଘେନିବା କ୍ରିୟାର ଣିଜନ୍ତରୂପ — ୮. Causative of Ghenibā.
ବହୁ ଧନରତ୍ନ ଘେନାଇ ସଙ୍ଗତରେ—କୃଷ୍ଣସିଂହ. ମହାଭାରତ. ବନ
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
ସମ୍ପାଦନାକିଣାଇବା; ଅନ୍ୟ ବ୍ୟକ୍ତିକୁ କୌଣସି ବସ୍ତୁ କିଣିବାର ସୁବିଧା କରିବା ବା କିଣିବାରେ ସାହାଯ୍ୟ କରିବା —To help a person in purchasing a thing.