ଘୃତୋଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଘୃତ+ଉଦ; ଘୃତ ଅଟେ ଉଦ= ଉଦକ ଯହିଁର) ସମ୍ପାଦନା

ପୌରାଣିକ ସପ୍ତସମୁଦ୍ର ମଧ୍ୟରୁ ଏକତମ (ଏଥିରେ ଘୃତ ପୂର୍ଣ୍ଣ ଥାଏ) —One of the seven mythological oceans.