ଘୃଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଘୃ ଧାତୁ=ଆର୍ଦ୍ର କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ; ଏହା ହୃଦୟକୁ ଆର୍ଦ୍ର କରେ ବୋଲି) ସମ୍ପାଦନା

୧. ଦୟା; କୃପା; ଅନୁକମ୍ପା —୧. Pity; compassion; tenderness of heart.
୨. ଅବଜ୍ଞା; ଅବହେଳା; ଅଶ୍ରଦ୍ଧା — ୨. Hatred; scorn; contempt.
୩. ଲଜ୍ଜା — ୩. Shame.
୪. ବିରାଗ; ବତୃଷ୍ଣା — ୪. Aversion; dislike; antipathy; disgust
୫. ବିଦ୍ୱେଷ —୫. Repulsion.
୬. ଗାଳି; ତିରଷ୍କାର; ଜୂଗୁପ୍ସା — ୬. Censure; reproach (Apte)

[ ଦ୍ରଷ୍ଟବ୍ୟ — ଘୃଣାର ଧାତୁନିଷ୍ପନ୍ନ ମୌଳିକ ଅର୍ଥ (ଯାହା ହୃଦୟକୁ ଆର୍ଦ୍ର କରେ) ଦୟା, କୃପା, ଅନୁକମ୍ପାରୁ କ୍ରମଶଃ କିପରି ଅବଜ୍ଞା, ବିରାଗ ବିଦ୍ୱେଷ, ଗାଳି ଓ ଲଜ୍ଜା ଅର୍ଥମାନ ଆସିଅଛି ତାହା ପ୍ରଣିଧେୟ ]