ଘୂସା
ଘୂସା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆ—ଗୁସ୍ସା=କ୍ରୋଧ; କୋପ)
ସମ୍ପାଦନାକ୍ରୋଧ; ରାଗ — Anger; rage.
ବୈଦେଶିକ - ବିଶେଷଣ -
ସମ୍ପାଦନାରାଗାନ୍ୱିତ — Angry; displeased; enteged.
ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର ତୁଳ, ବଙ୍ଗାଳୀ - ଘୁଷା, ଘୁଷୀ; ସଂସ୍କୃତ - ଘୃଷ୍ ଧାତୁ=ହିଂସାକରିବା)
ସମ୍ପାଦନାମୁଷ୍ଟ୍ୟାଘାତ; ମୂଥା — Fist-blow