ଘୂସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ—ଗୁସ୍ସା=କ୍ରୋଧ; କୋପ) ସମ୍ପାଦନା

କ୍ରୋଧ; ରାଗ — Anger; rage.

ବୈଦେଶିକ - ବିଶେଷଣ - ସମ୍ପାଦନା

ରାଗାନ୍ୱିତ — Angry; displeased; enteged.

ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର ତୁଳ, ବଙ୍ଗାଳୀ - ଘୁଷା, ଘୁଷୀ; ସଂସ୍କୃତ - ଘୃଷ୍ ଧାତୁ=ହିଂସାକରିବା) ସମ୍ପାଦନା

ମୁଷ୍ଟ୍ୟାଘାତ; ମୂଥା — Fist-blow