ଘୂଷ୍କୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ପ୍ରାଦେଶିକ - (ମେଦିନୀପୁର, ଉତ୍ତର ବାଲେଶ୍ୱର) ବିଶେଷ୍ୟ - ସ୍ତ୍ରୀ. (ତୁଳ. ବଙ୍ଗାଳୀ - ଘୁସ୍ତ୍ରୀ) ସମ୍ପାଦନା

ଗୋପନରେ ପରପୁରୁଷଗାମିନୀ କୁଳସ୍ତ୍ରୀ; ଗୁପ୍ତ— ବେଶ୍ୟାକୁଳସ୍ତ୍ରୀ —A family-woman of loose character; an adulterous house-wife.