ଘୂରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଦେଶଜ - କ୍ରି. (ସଂସ୍କୃତ - ଘୂର୍ଣ୍ଣ) ସମ୍ପାଦନା

ଘୂରିବା କ୍ରିୟାର ଣିଜନ୍ତ ରୂପ; ଘୂର୍ଣ୍ଣିତ କରିବା — Causative form of Ghuribā to roll; to cause to whirl;

ଉତ୍କଟ ମଦେ ସୁରାସୁରେ, ଗିରି ଘୂରାନ୍ତି ଅତି ଖରେ ଜଗନ୍ନାଥ. ଭଗବତ