ଘୁମୁ ଘୁମୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଗମ୍ଭୀର ଶବ୍ଦ — ୧. Grave sound of drums; muffled sound.
୨. ପାରା ଘୁମୁରିବାର ଶବ୍ଦ — ୨. Muffled cooing sound of pigeon.

ଘୁମୁ ଘୁମୁ ଘୁମୁରେ ପାରା ଉଡ଼ିଗଲେ ଆଉ ନ ଦିଏ ଧରା—ଶିଶୁଗୀତ

୩. ମୁହଁ ବନ୍ଦ କରି ଗଳାଦ୍ୱାରା କରିବା ଶବ୍ଦ — ୩. Muffled roaring sound produced from the throat while the lips are closed,