ଘୁମିବା

ଉଚ୍ଚାରଣ

ସମ୍ପାଦନା
(file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଘୁର୍ଣ୍ଣ ଧାତୁ)

ସମ୍ପାଦନା
୧. ଚକ୍ରାକାରରେ ବୁଲିବା; ଘୁରିବା — ୧. To whirl round.
୨. ଚାରିଆଡ଼େ ବୁଲିବା — ୨. To walk about; to walk round.

ଦେଖିଆସିଲି ମୁଁ ଚାରିଆଡ଼େ ଘୁମି ଘୁମି—ମଧୁସୁଦନ. ଉତ୍କଳଗାଥା

୩. (ମୁଣ୍ଡ) ବୁଲାଇହେବା; ଘୃର୍ଣ୍ଣିତ ହେବା — ୩. (the head) To reel.