ଘୁମାପେଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
(ଘୁମୀପେଚୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ଗାଳି; ଯେ ସର୍ବଦା ପେଚାପରି ଢୁଳାଉଥାଏ) ସମ୍ପାଦନା

ଅଳସୁଆ; କୋଢ଼ିଆ —Lazy; indolent (literally. dozing like an owl.)