ଘୁମାଇବା
ଘୁମାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. ଢୁଳାଇବା — ୧. To doze; to be drowsy.
ଘୁମାଇବାର ସମ୍ଭବିଲା ନହିଁ କି ଆମ୍ଭ, ସୁଯୋଗୁ ସିନା ବଞ୍ଚଅଇଲୁରେ—କବିସୂର୍ଯ୍ୟ . କିଶୋରୀଚମ୍ପୂ
- ୨. ନିଦ୍ରାଯିବା; ଶୋଇବା —୨. To sleep.
ଯେଉଁ ପାଣିଦେଲେ ପିଇବାକ୍ଷଣି ମୁହିଁ ଘଡ଼ି ଯାଏ ସୁଖେ ରହିଲି ଘୁମାଇ—କୃଷ୍ଣସିଂହ ମହାଭାରତ. ବନ
- ୩. (ଆଖି) ବୁଜିବା; ବନ୍ଦ କରିବା —୩. To shut.
କର୍ଣ୍ଣ ସେ ଘାଏ ଅତି ଅଶକତ ହୋଇ ନୟନ ଦୁଇ ଥରେ ଦେଲେ ସେ ଘୁମାଇ—କୃଷ୍ଣସିଂହ. ମହାଭାରତ. ବନ
ଅନୁବାଦ ସମ୍ପାଦନା
- ୪. ଘୁମିବା କ୍ରିୟାର ଣିଜନ୍ତ ରୂପ; ଘୂର୍ଣ୍ଣିତ କରିବା — ୪. Causative of Ghumibā to cause to roll or whirl.