ଘୁମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ନିଦ୍ରା; ତନ୍ଦ୍ରା —୧. Sleep; drowsiness.
୨. ଢୁଳ; ଢୁଳା; ନିଦ୍ରାରେ ଢଳିବା — ୨. Dozing.
୩. ମାଟିର ବଡ଼ ପାତ୍ର; ଘୁମ —୩. A big-bellied narrow-mouthed tall earthen jar.
୪. ଗୋରୁଙ୍କ ରୋଗବିଶେଷ —୪. A cattle disease.

[ ଦ୍ର—ଏଥିରେ ଗୋରୁ ସର୍ବଦା ଆଖି ବୁଜି ରହେ ଓ ଠିଆ ହେବାକୁ ଚେଷ୍ଟା କଲେ ଘାଉଁରି ଖାଇ ପଡ଼ିଯାଏ]

୫. ଘୁର୍ଣ୍ଣନ —୫. Rotation; revolving; moving in a circle; whirling motion.

ଦେଶଜ - ବିଶେଷଣ - ସମ୍ପାଦନା

୧. ନିଦ୍ରାଳୁ —୧. Sleepy.
୨. ଯେ ସର୍ବଦା ଢୁଳାଏ ବା ଘୃମାଏ — ୨. Habituated to dozing; drosy.

ଘୁମା, ଘୁଙ୍ଗୁଡ଼ା, ଗାରୁଡ଼ା, ଏ ତିନିହେଁ ଭୁରୁଡ଼—ଢଗ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଇଚ୍ଛାନୁସାର ପଥିକଙ୍କ. ଅଟକାଇବା ପାଇଁ ବ୍ୟବହୃତ) ସମ୍ପାଦନା

ବଡ଼ ରାସ୍ତାର ମଝିରେ ଲାଗିଥିବା କବାଟ —Doors on public roads; toll-gate turnpike.