ଘୁଣାକ୍ଷରରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ସାମାନ୍ୟ ଇଙ୍ଗିତରେ; ଇସରାରେ ସୁଦ୍ଧା — Even by the silghtest intimation. indication or hint.

(ଯଥା—ମୁଁ ଉକ୍ତ ସଭାକୁ ଯିବା ପୂର୍ବରୁ ସେଠାରେ ମୋତେ ବତ୍କୃତା ଦେବାକୁ ହେବ ବୋଲି ଘୁଣାକ୍ଷରରେ ଜାଣି ନ ଥିଲି)