ଘୁଡ଼ୁ ଘୁଡ଼ୁ
ଘୁଡ଼ୁ ଘୁଡ଼ୁ
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଅନୁବାଦ
ସମ୍ପାଦନାଘୁଡ଼ୁ ଘୁଡ଼ୁ
|
ଦେଶଜ - ଅ. (ଧ୍ୱନ୍ୟନୁକରଣ) (ତୁଳ. ସଂସ୍କୃତ - ଘୁର୍ଘୁର)
ସମ୍ପାଦନା- ୧. ଛୋଟ ହାଣ୍ଡିରେ ଅଳ୍ପ ଭାତ ବା ତିଅଣ ଫୁଟିବାର ଶବ୍ଦ —୧. The gurgling sound of boiling rice or curry in a small pot.
- ୨. କଫ ବସିଗଲେ ନିଃଶ୍ୱାସପ୍ରଶ୍ୱାସ ସେମୟରେ ଗଳାରେ ଯେଉଁ ଅନୁଚ୍ଚ ଘଡ଼ ଘଡ଼ ଶବ୍ଦ ହୁଏ — ୨. Low gurgling sound in the throat due to respiration passing through the throat choked with phlegm.
- ୩. ବିରାଡ଼ମାନେ ଶୋଇବା ସମୟରେ କରିବା ଶବ୍ଦ — Sound of cats while sleeping,
- ୪. ଘୁଷୁରିମାନେ ମାଟି ତାଡ଼ିବା ସମୟରେ କରିବା ଶବ୍ଦ — ୪. The sound made by pigs while furrowing earth.
[ ଦ୍ର—ଘଡ଼ ଘଡ଼ ଶଦ୍ଦ ଅପେକ୍ଷା ଘୁଡ଼ୁ ଘୁଡ଼ୁ ଅନୁଚ୍ଚ ଅଟେ]