ଘୁଚ୍ପେଲ ହେବା
ଘୁଚ୍ପେଲ ହେବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି | (file) |
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - ସମ୍ପାଦନା
- ୧. ପଶ୍ଚାତ୍ ପଦ ହେବା; ଯିବାକୁ ବା କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା —୧. To give vent to one's unwillingness to do anything; to shrink from doing a thing.
- ୨. ଇତସ୍ତତଃ କରିବା; ଦୋଦୋପାଞ୍ଚ ହେବା — ୨. To hesitate.