ଘୁଙ୍ଗୁଳିଆ

ଉଚ୍ଚାରଣ

ସମ୍ପାଦନା
(file)
  • (file)

ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ -

ସମ୍ପାଦନା

ଯେଉଁ ପବନ ଏକ ସମୟରେ ଚାରିଦିଗରୁ ବହେ —(wind) Blowing simulataneously from all directions.

ଏପରି ଘୁଙ୍ଗୁଳିଆ ପବନ କାଳେସକାଳେ ଦେଖିବାର ନାହିଁ— ଫକୀରମୋହନ. ଗଳ୍ପସ୍ୱଳ୍ପ