ଘୁଙ୍ଗୁଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ - ସମ୍ପାଦନା

ଯେଉଁ ପବନ ଏକ ସମୟରେ ଚାରିଦିଗରୁ ବହେ —(wind) Blowing simulataneously from all directions.

ଏପରି ଘୁଙ୍ଗୁଳିଆ ପବନ କାଳେସକାଳେ ଦେଖିବାର ନାହିଁ— ଫକୀରମୋହନ. ଗଳ୍ପସ୍ୱଳ୍ପ