ଘୁଙ୍ଗୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଂଘୁର) ସମ୍ପାଦନା

୧. ଛୋଟ ଘଣ୍ଟି — ୧. Small tinkling bells.
୨. ଘାଗୁଡ଼ି; ଝଣଝଣ ରବକାରୀ ଚରଣର ଅଳଙ୍କାର ବିଶେଷ; ନୂପୁର —୨. An ornament for the ankle (consisting of tinkling bells.)
୩. କଟିର ଝୁଣୁଝୁଣୁ ରବଯୁକ୍ତ ଅଳଙ୍କାରବିଶେଷ; କିଙ୍କିଣ — ୩. An waist-chain attached with tinkling bells.

[ଦ୍ରଷ୍ଟବ୍ୟ —ନର୍ତ୍ତକନର୍ତ୍ତକୀମାନେ ବଳାଗଣ୍ଠି ଉପରେ ଓ କଟିରେ ଘୁଙ୍ଗୁର ବାନ୍ଧି ନାଚନ୍ତି; ଧାତୁମୟ ଫମ୍ପା ଗୋଲକ ମଧ୍ୟରେ ଗୋଡ଼ି ବା ଲୁହାଗୁଳି ପୂରା ଯାଇଥାଏ ଓ ଶରୀର ପରିଚାଳିତ ହେଲେ ତାହା ଝୁଣୁଝୁଣୁ ଧ୍ୱନି କରେ]

୪. ପିଲାମାନଙ୍କର କ୍ରୀଡ଼ାନକବିଶେଷ (ବେଲର ଦୁଇ ପାଖ ଖାଳ ମଝିରେ କଣାକରି ସେ କଣାରେ ଖଣ୍ଡ଼ିଏ କାଠି ଗଳାନ୍ତି ଭୂଇଁରେ ଛାଡ଼ିଦେଲେ ଏହା ଘୁଁ ଘୁଁ ଶବ୍ଦ କରି ତଳେ ବୁଲୁଥାଏ) —୪. A kind of children's rattling top.