ଘୁଙ୍ଗାଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ପବନ) ଏକ ସମୟରେ ଚାରିଆଡ଼େ ବହିବା — ୧. (wind) To simultaneously blow from all sides.
୨. ଚାରିଆଡ଼ୁ ଅସ୍ତବ୍ୟସ୍ତ ବା ଆକ୍ରମଣ କରିବା — ୨. To beset or overtake on all sides.


୩. ଇତସ୍ତତଃ ଆନ୍ଦୋଳିତ କରିବା — ୩. To agitate greatly.