ଘୁଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

(ଘୁଙ୍ଗୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ଘୁ ଘୁ ଭବ କରିବାରୁ) ସମ୍ପାଦନା

ବନ୍ୟ କପୋତ — Wild dove.

ବୈଦେଶିକ - ବିଶେଷଣ - ପୁଂ. (ଫାରାସୀ - ଗୁଁଗ୍) ସମ୍ପାଦନା

ମୂକ; ବାକ୍ଶକ୍ତିରହିତ —Dumb. (male).

ଘଙ୍ଗା ଯାହା ସପନ ଦେଖେ ମନ କଥା ମନରେ ରଖେ—ଢଗ