ଘୁଘୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଘୂ ଧାତୁ; ଶବ୍ଦ କରିବାରୁ; ସଂସ୍କୃତ - ଘୁଘୁକୃତ; ତୁଳ. ବ. ଘୁଘୁ) ସମ୍ପାଦନା

ବନ୍ୟ କପୋତ; କାପତା ଚଢେଇ — The turtle-dove; spotted dove.

ଘୁ ଘୁ ଦେଖିଛି ଫାନ୍ଦ ଦେଖି ନାହିଁ—ଢଗ

ଦେଶଜ - ଅ ସମ୍ପାଦନା

ଘୁ (ଦେଖ) - Ghu (See)