ଘିନ୍ଘିନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

noicon(file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଘୃଣା) ସମ୍ପାଦନା

୧. ଘୃଣାଜନକ — ୧. Hateful; detestable; disgusting; shocking.
୨. ଯେ ସବୁ ବିଷୟକୁ ଘୃଣା କରେ — ୨. One who detests everything; abhorring.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଘୃଣାବୋଧ — Feeling of detesation or disgust.