ଘିନ୍ଘିନ୍ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଘୃଣ ଧାତୁ) ସମ୍ପାଦନା

୧. ଘୃଣାବୋଧ କରିବା — ୧. To detest.
୨. ଘୃଣା ଦେଖାଇବା —୨. To show hatred.