ଘିଡ଼୍ଘିଡ଼୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଘର୍ଘର) ସମ୍ପାଦନା

୧. ଢୋଲ ଆଦି ବାଦ୍ୟର ଦୁମଦୁମା ଶବ୍ଦ — ୧. Drumming noise; rumbling sound.
୨. ପାହାଡ଼ିଆ ଭୂମିରେ କଠିନ ପଦାର୍ଥର ଚଞ୍ଚଳ ଗଡ଼ିବା ଶବ୍ଦ —୨. Rattling sound of a cart swiftly rolling over hard ground.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଜୋର୍ କରି —୧. Forcibly.
୨. ଶବ୍ଦ କରି —୨. Noisily.