ଘିଟିଘିଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷଣ - (ତୁଳ. ବଙ୍ଗାଳୀ - ଘୁଟ୍ଘୁଟୋ) ସମ୍ପାଦନା

ଅତ୍ୟନ୍ତ ଗାଢ (ଅନ୍ଧାର) —Dense (darkness)

ଘର ଚାରିକୋଣ ଘିଟିଘିଟିଆ ଅନ୍ଧାର—ଫକୀରମୋହନ. ଛମାଣଆଠଗୁଣ୍ଠ